ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ଦେଓ୍ବ।ନି ଓ ବିଚାରୀୟ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ଏରସମା, 17/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ସ୍ୱ।ଧୀନତା ପ୍ରାପ୍ତ କରିବାରେ ଯେଉଁ ଆନନ୍ଦ, ଉଲ୍ଲାସ ଓ ଅନୁଭୂତି ଥାଏ ତାହା କେବେ ଭାରତ ବାସୀ ଭୁଲି ପାରିବେ ନାହିଁ ।ପ୍ରତିଟି ଭାରତୀୟଙ୍କ ମନରେ ଅଗଷ୍ଟ ପନ୍ଦର ଏକ ପବିତ୍ର ଦିବସ। ଏହି ପବିତ୍ର ଦିବସରେ ସାରା ଭାରତ ବର୍ଷ ୮୦ ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଏରସମା ଦେଓ୍ବ।ନି ଓ ବିଚାରୀୟ ବିଭାଗ ଠାରେ ୮୦ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଏରସମା ଦେଓ୍ବ।ନି ଓ ବିଚାରୀୟ ବିଭାଗୀୟ ଅଦାଲତରେ ବିଚାରପତି ରୋସ୍ନିବାଳା ସେନାପତି ପତ୍ତକା ଉତ୍ତୋଳନ କରିଥିଲେ। ଏରସମା ବାର ଆସୋସିଏସନର ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ।
12