ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତିର୍ତ୍ତୋଲ କୋର୍ଟରେ ନିଶାମୁକ୍ତ ପାଇଁ ଶପଥ ପାଠ

ତିର୍ତ୍ତୋଲ, 18/08/2026, ଉତ୍କଳ voice news - utkalvoicenews.com( ତିର୍ତୋଲରୁ ଜଗନ୍ନାଥ ପ୍ରସାଦ ସାହୁଙ୍କ ରିପୋର୍ଟ ) :
Article Image
ତିର୍ତ୍ତୋଲ ଜୁଡିସିଆଲ କୋର୍ଟ ପରିସରରେ ନିଶାମୁକ୍ତ ଭାରତ ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହିକାର୍ଯ୍ୟକ୍ରମରେ ବିଚାରପତି ସିଓନା ସିଦ୍ଧାର୍ଥ ମହାରଣା ସମସ୍ତ କୋର୍ଟ କର୍ମଚାରୀ, ସାଧାରଣ ଲୋକେ ଓ ଓକିଲ ମାନଙ୍କୁ ନିଜେ ନିଶା ମୁକ୍ତ ହେବାସହିତ ଜିଲ୍ଲା ରାଜ୍ୟ ସର୍ବପରି ଭାରତକୁ ନିଶାମୁକ୍ତ କରିବା ପାଇଁ ଶପଥ ପାଠ କରାଇଥିଲେ।
5