ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରମିଳା ସାହୁ ମେଧାବୃତ୍ତି ସମ୍ମାନ

ଜଗତସିଂହପୁର, 18/08/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ସ୍ୱାଧୀନତା ଦିବସ ୨୦୨୬ ଉପଲକ୍ଷେ ବିଶେଷ ସମ୍ମାନ ଜଗତସିଂହପୁର ଜିଲ୍ଲା ଇବ୍ରିସିଂହ ପଞ୍ଚାୟତ ଅନ୍ତର୍ଗତ ବଡ଼ିଲୋ (କୋତପୁର) ଗ୍ରାମର ରୂପାଲି ମଲ୍ଲିକ ଓ ପଦ୍ମନାଭ ମଲ୍ଲିକଙ୍କ କନ୍ୟା ପ୍ରଜ୍ଞା ପରମିତା ମଲ୍ଲିକ, ସରକାରୀ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଉତ୍କୃଷ୍ଟ କୃତିତ୍ୱ ହାସଲ କରିଛନ୍ତି।
Article Image
ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ପ୍ରମିଳା ସାହୁ ମେଧାବୃତ୍ତି ସମ୍ମାନ ପରିଚାଳନା କମିଟି, ସିଳନ୍ଦୀ-ଖଦୋଳ, ଇବ୍ରିସିଂହ, ଜଗତସିଂହପୁର ପକ୍ଷରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ କୃତଜ୍ଞତା ଜ୍ଞାପନ କରାଯାଉଛି। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ, ଦୀର୍ଘାୟୁ ଓ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆହୁରି ସଫଳତା କାମନା କରି ଏହି ସମ୍ମାନ ପ୍ରମାଣପତ୍ର ପ୍ରଦାନ କରାଯାଉଛି।
4