ଜଗତସିଂହପୁର, 21/08/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଶୁଭ୍ରାଂଶୁ ପାଢ଼ୀ ଓ ଜିଲ୍ଲା ବିଜେପି ସଭାପତି ଶ୍ରୀ ପ୍ରତାପ ମିଶ୍ରଙ୍କ ଅନୁମୋଦନକ୍ରମେ, ଜଗତସିଂହପୁର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଶାନ୍ତ ସ୍ୱାଇଁଙ୍କ ଦ୍ୱାରା ବିଭିନ୍ନ ମଣ୍ଡଳ ପାଇଁ ନୂତନ ସଭାପତିମାନଙ୍କ ନାମ ଘୋଷଣା କରାଯାଇଛି।ନବନିଯୁକ୍ତ ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି:
🔹 ଗୋଡ଼ା — ଶ୍ରୀ ଭାସ୍କର ବେହେରା
🔹 ବାଲିତୁଠ — ଶ୍ରୀ ଅବନୀ ମୋହନ ଭୂୟାଁ
🔹 ଏରସମା — ଶ୍ରୀ ପ୍ରଭାତ ଛାଟୋଇ
🔹 କୃଷ୍ଣଚନ୍ଦ୍ରପୁର — ଶ୍ରୀ ଗୌରାଙ୍ଗ ଚରଣ ସ୍ୱାଇଁ
ସମସ୍ତ ନବନିଯୁକ୍ତ ପଦାଧିକାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।କୃଷକଙ୍କ ସଶକ୍ତିକରଣ, କୃଷିର ବିକାଶ ଏବଂ କୃଷକ-କଲ୍ୟାଣମୂଳକ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ନୂତନ ଦାୟିତ୍ୱପ୍ରାପ୍ତ ନେତୃବୃନ୍ଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତୁ।“କୃଷକଙ୍କ ଉନ୍ନତି ହିଁ ରାଷ୍ଟ୍ରର ସମୃଦ୍ଧି।