ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବନ୍ୟା ବିପନ୍ନ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ ଯାଜପୁର ଜିଲ୍ଲା ଯାଦବ ମହାସଭା

ଯାଜପୁର, 21/08/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) ତା - ୨୧/୦୮/୨୦୨୬ :
Article Image
ଜିଲ୍ଲା ଯାଦବ ମହାସଭା ଯାଜପୁର ଆନୁକୂଲ୍ୟରେ ରସୁଲପୁର ବ୍ଲକ ର ଭୋଟକା ଠାରେ ଓ ବରୀ ବ୍ଲକ୍ ର ରମ୍ପା ଗ୍ରାମପଞ୍ଚାୟତ ରମ୍ପା ଗ୍ରାମରେ ବନ୍ୟା ବିପନ୍ନ ମାନଙ୍କୁ ଯଥା ସମ୍ଭବ ଶୁଖିଲା ଖାଦ୍ୟ,ଚୁଡ଼ା, ଚିନି,ବିସ୍କୁଟ ,ମହମ ବତୀ,ଦିଆସିଲି,ବଣ୍ଟନ କରିଥିଲେ ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲା ଯାଦବ ମହାସଭା ର ପ୍ରମୁଖ କାର୍ଯ୍ଯ କର୍ତ୍ତା ସାମିଲ ହୋଇଥିଲେ ଜିଲ୍ଲା ସଭାପତି ଶ୍ରୀ ରାମଚନ୍ଦ୍ର ବେହେରା ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିର୍ମଳ ଯତି, ଜିଲ୍ଲା ସାଧରଣ ସମ୍ପାଦକ ମନୋଜ କୁମାର ଦାସ, ଜିଲ୍ଲା ଯୁବ ସଭାପତି ପ୍ରସନ୍ନ ବେହେରା ସୁକିନ୍ଦା ବ୍ଲକ ସଭାପତି ପରମାନନ୍ଦ ନାୟକ,ରସୁଲପୁର ବ୍ଲକ ସଭାପତି ବାସୁଦେବ ପଳେଇ, ରସୁଲପୁର ବ୍ଲକ ସମ୍ପାଦକ ଶଶିଭୂଷଣ ପରିଡ଼ା ବଡ଼ଚଣା ବ୍ଲକ ସଭାପତି ଧୁଲେଶ୍ୱର୍ ଦାସ,ରସୁଲପୁର ବ୍ଲକ ଯୁବ ସଭାପତି ସୁଧାକର ପଳେଇ , ବଡ଼ଚଣା ବ୍ଲକ ସଧାରଣ ସମ୍ପାଦକ ତପନ ବେହେରା ବରୀ ବ୍ଲକ୍ ସଭାପତି ବିପିନ ବିହାରୀ ଦାସ ସାମାଜିକ ସେବାରେ ନିଜକୁ ସାମିଲ କରିଥିଲେ ଏହି ଭଳି ଅନେକ କାର୍ଯ୍ୟ କରି ଯାଦବ ମହାସଭା ଆଗରେ
Article Image
3