ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଳରାମପୁରରେ ବାବା ବୁଢା ଶିବଙ୍କ ଜାଗର ଯାତ୍ରା

କୁଜଙ୍ଗ , 27/02/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କୁଜଙ୍ଗ ପଞ୍ଚାୟତ ବଳରାମପୁର ଗ୍ରାମର ବଳରାମପୁର ଗଡା ସ୍ଥିତ ବାବା ବୁଢ଼ା ଶିବଙ୍କ ମହା ଶିବରାତ୍ରୀ ଜାଗର ଯାତ୍ରା ମୋହା ଧୁମ୍ ଧାମରେ ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଯୁବ ସମାଜ ସେବୀ ଚିରଞ୍ଜିବୀ ନାୟକ ଓ ରମେଶ ନାୟକ, ସୁବ୍ରତ ମଲ୍ଲ, ପଲାସ୍ ରାୟ, ନବ ଯୋତି ନାୟକ, ଶଙ୍ଖ ନାଦ ଦାସ, ସତ୍ୟରଞ୍ଜନ ଦାସ, ବାଦଲ ନାୟକ, ଶଙ୍କର ପ୍ରଧାନ, ସନ୍ଦୀପ ଦାସ, ସାଗର ପଲାଇ ଜିତେନ୍ଦ୍ର ମଲ୍ଲିକ, ବାସୁଦେବ ପଲାଇ ଓ ଭବାନୀ ପ୍ରସାଦ ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ଯାରେ ଭକ୍ତ ମାନେ ଯୋଗ ଦେଇଥିଲେ।
8