ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦାମୋଦର ରାଉତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ

ଏରସମା, 12/03/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଳକ ଅନ୍ତର୍ଗତ ଗଡ଼କୁଜଙ୍ଗ ପଞ୍ଚାୟତର ଜଗନ୍ନାଥଙ୍କ ମନ୍ଦିରର ବଡ଼ ଦାଣ୍ଡରେ ଓଡ଼ିଶା ରାଜନୀତିର ବର୍ଷିୟାନ ସ୍ୱାଭିମାନି ରାଜନେତା ଡା. ଦାମୋଦର ରାଉତଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ଏକ ଶ୍ରଦ୍ଧାଞ୍ଜଳି ସଭା ଡ଼. ରଘୁନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ,ବାଙ୍କୀ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ପ୍ରଭାତ ଚନ୍ଦ୍ର ତ୍ରିପାଠୀ , ଜଗତ୍ସିଂହପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ମାହାଙ୍ଗା ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ପ୍ରତାପ ଜେନା ,ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ ,ପାରାଦ୍ବୀପ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ,ପତ୍ନୀ ଗୀତାଞ୍ଜଳି ରାଉତରାୟ ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସବିତା ମହାପାତ୍ର, ଡ଼ା .ବାମଦେବ ରାଉତରାୟ ,ପ୍ରୀତିନନ୍ଦା ରାଉତରାୟ ,ଶ୍ରମିକ ନେତା ବାପି ସର୍ଖେଲ, ସନ୍ତୋଷ କୁମାର ପଟ୍ଟନାୟକ ,ଗୋଲେଖ ନାୟକ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ମାନସ ପରିଡ଼ା, ଅକ୍ଷୟ ସ୍ୱାଇଁ ,ନିରାକାର ସ୍ୱାଇଁ ,ସଞ୍ଜୟ କୁମାର ମହାନ୍ତି ,ପ୍ରକାଶ ପରିଡା , ବିଜେପି ସଂଯୋଜକ ନୃସିଂହ ସାହୁ ,ଏରସମା ବ୍ଳକ ଅଧକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର ,କୁଜଙ୍ଗ ବ୍ଳକ ଅଧକ୍ଷା ନିନାରାଣୀ ସାହୁ, ତିର୍ତ୍ତୋଲ ବ୍ଳକ ଅଧ୍ୟକ୍ଷ ମନୋଜ ବେହେରା, ବିଶିଷ୍ଠ ଶିଳ୍ପପତି ପ୍ରହଲ୍ଲାଦ ବେହେରା, ଛାତ୍ର ବିଜେଡ଼ି ସଭାପତି ସମ୍ବିତ ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଡା .ରାଉତଙ୍କ ଜୀବନ ଆଦର୍ଶ ଓ ରାଜନୀତି ଉପରେ ସ୍ମୃତିଚାରଣ କରିଥିଲେ ।ଏଥିରେ ବହୁ ସଂଖ୍ୟାରେ ଦାମ ବାବୁଙ୍କୁ ଭଲ ପାଉଥିବା ଵ୍ୟକ୍ତି ଯୋଗଦେଇଥିଲେ ।କାର୍ଯ୍ୟକ୍ରମକୁ ମନ୍ଦିରର ଟ୍ରଷ୍ଟିର ମୁଖ୍ୟ ରାଜନ ବେହେରା ,ଯଦୁନାଥ ଖଟୁଆ ,ସମ୍ପଦ ବାରିକ ,ବିଷ୍ଣୁ ଚରଣ ପ୍ରଧାନ ,ବିଜୟ ଚାନ୍ଦ ନାୟକ ,ପ୍ରକାଶ ଦାସ ପ୍ରମୁଖ ପରିଚାଳନା କରିଥିଲେ ।
Article Image
1