ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲ୍ଲା ବନ୍ଧୁକଧାରୀ କଲ୍ୟାଣ ସଂଘ ନୂତନ ଏସ୍‌ପିଙ୍କୁ ଭେଟି ଶୁଭେଚ୍ଛା ଜଣେଇଲେ

ଢେଙ୍କାନାଳ, 29/09/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) : ତା - ୨୯/୯: ଢେଙ୍କାନାଳ ଜିଲ୍ଲା ନୂତନ ଆରକ୍ଷୀ ଅଧୀକ୍ଷକ ଅଜୀଙ୍କ୍ୟ ବି. ମାନେଙ୍କୁ ଜିଲ୍ଲା ବନ୍ଧୁକଧାରୀ କଲ୍ୟାଣ ସଂଘ ପକ୍ଷରୁ ସଭାପତି କମଳ କୁମାର ମିଶ୍ର ଓ ସମ୍ପାଦକ ଗିରିଶ ଚନ୍ଦ୍ର ମହାଳିକ ତଥା ସଙ୍ଘର ଅନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଆରକ୍ଷୀ ଅଧିକ୍ଷକ ତାଙ୍କର ବହୁ ମୂଲ୍ୟ ସମୟ ଦେଇ ସଙ୍ଘର ସଦସ୍ୟମାନଙ୍କୁ ଅନେକ ଶୁଭେଚ୍ଛା ଜ୍ଞାପନ କରିବା ସହ ଅନୁଷ୍ଠାନ ବିଷୟରେ ପଚାରି ବୁଝିଥିଲେ । ସଂଘ ପକ୍ଷରୁ ସମସ୍ତ ସଦସ୍ୟ ଆରକ୍ଷୀ ଅଧିକ୍ଷକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
Article Image
9