ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲାପରିଷଦ ସଭ୍ୟା ରୁନିଲତା ବେହେରା ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ସାଧାରଣ ସମ୍ପାଦିକା

ଏରସମା, 26/03/2025, ଉତ୍କଳ voice news - utkalvoicenews.com ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ୍ ୩ନଂ ଜୋନ୍ ନାରୀନେତ୍ରୀ ତଥା ଜିଲାପରିଷଦ ସଭ୍ୟା ରୁନିଲତା ବେହେରା ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ସାଧାରଣ ସମ୍ପାଦିକା ରୂପେ ରାଜସ୍ଥାନର ଜଇପୁର ର କାର୍ଯ୍ୟ କାରିଣୀ ବୈଠକରେ ମନୋନୀତ ହୋଇଛନ୍ତି । ସମଗ୍ର ବାଲିକୁଦା,
Article Image
ଏରସମା ଓ ଜଗତସିଂହପୁର ଜିଲାର ଯାଦବ ସମ୍ପ୍ରଦାୟର ଜନସାଧାରଣ ଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଶ୍ରୀମତୀ ବେହେରା ଜଣେ ସୁସଂଗଠିକା, ଲୋକପ୍ରିୟ ନାରୀନେତ୍ରୀ ହିସାବରେ ଯାଦବ ଭାଇ ମାନଙ୍କର ସାମଗ୍ରିକ ଓ ଅର୍ଥନୈତିକ ଉନ୍ନତି ଦିଗରେ ତାଙ୍କର କାର୍ଯ୍ୟ ବେଶ୍ ଉଲେଖ ଯୋଗ୍ୟ, ତାଙ୍କର ସର୍ବ ଭାରତୀୟ ନିଯୁକ୍ତି ପାଇଁ ସେ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ସଭାପତି ଇଂ. ପ୍ରଦୀପ ବେହେରା ଓ ଅନ୍ୟ କର୍ମକର୍ତ୍ତା ନେତୃମଣ୍ଡଳୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Article Image
1