ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଜଗତସିଂହପୁର, 26/10/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରିତା ସାହୁ ) :
Article Image
ଭୋଟ ଚୋରି କୁ ନେଇ ବିଜେପି କୁ କଂଗ୍ରେସର ଟାର୍ଗେଟ କରିଛି କଂଗ୍ରେସ । ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ସାରଦା ମଣ୍ଡପ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ଦେଵ ପ୍ରସାଦ ନାୟକଙ୍କ ସଭାପତତ୍ୱ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ପ୍ରଭାରୀ ବିଶ୍ୱଜିତ ଦାସ, ପିସିସି ସାଧାରଣ ସମ୍ପାଦକ ନଟବର ବାରିକ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ, ଙ୍କ ସହ ବହୁ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ତେବେ ମୁଖ୍ୟ ଦାବି ମଧ୍ୟରେ SIR ବଳରେ ଫର୍ମ 7 ର୍ ଅଅବ୍ୟବହାର କରି ବହୁ ସଂଖ୍ୟକ ଭୋଟର ଙ୍କ ନାମ କଟାଯିବା, ପୁରୁଣା ଭୋଟର ଙ୍କୁ ନୂଆ ଭୋଟର ଭାବେ ଫର୍ମ-6 ପୂରଣ କରିବାକୁ ବାଧ୍ୟ କରିବା ଯାହା ସମ୍ପୂର୍ଣ୍ଣ ବେଆଇନ । ଏହା ସହିତ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଙ୍କ ବହିଷ୍କାର ଦାବି କରିଛି କଂଗ୍ରେସ ।
Article Image
15