ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ଓକିଲ ସଙ୍ଘ ନିର୍ବାଚନ

କୁଜଙ୍ଗ , 30/03/2025, ଉତ୍କଳ voice news - utkalvoicenews.com ଜଗତସିଂହପୁର ର କୁଜଙ୍ଗ ବ୍ଲକ କୁଜଙ୍ଗ ଓକିଲ ସଙ୍ଘ ର ନିର୍ବାଚନ ଶାନ୍ତି ଶୁଙ୍ଖଳା ରେ ସଙ୍ଘ ଗୃହ ରେ ହୋଇଯାଇଛି ଏଥିରେ ଏ ନ ଡି ଯାଦବ ସଭାପତି 'ବ୍ରଜ କିଶୋର ରାଉତ ସମ୍ପାଦକ ଓ ବିଚିତ୍ରା ନନ୍ଦ ସ୍ୱାଇଁ ଉପ ସଭାପତି ଭାବେ ନିର୍ବାଚିତ ହୋଉଥିବା ଜଣାପଡିଛି ପୂର୍ବରୁ ସମସ୍ତ ପଦରେ ଏ କ କ ପ୍ରାଥୀ ପତ୍ର ଦାଖଲ ହୋଇଥିବା ବେଳେ ସଭାପତି 'ସମ୍ପାଦକ 'ଉପ ସଭାପତି ପାଇଁ ଏକା ଧିକ ମନୋନୟ ପତ୍ର ଦାଖଲ ହୋଉଥିବାରୁ ସେତିପାଇଁ ଭୋଟ ହୋଇଥିଲା ଅନୁଷ୍ଠିତ ହୋଇଥିବା ଭୋଟ ର ଫଳା ଫଳ ଅନୁଯାଇ ସଭାପତି ଭାବେ ଏ ନ ଡି ଯାଦବ କରୁଣା କର ସାହୁ 'ବିପିନ ବିହାରୀ ରାୟପାଲୁର 'ଙ୍କ ମଧରେ ତ୍ରିମୁଖୀ ପ୍ରତିଦ୍ବନ୍ଦୀ ତା ହୋଉଥିଲା ଏଥିରେ ଏ ନ ଡି ଯାଦବ 69ଖଣ୍ଡ ଭୋଟ ପାଇଥିବା ବେଳେ କରୁଣା କର ସାହୁ 60ଖଣ୍ଡ ଓ ବିପିନ ବିହାରୀ ରାୟପାଲୁର 47ଖଣ୍ଡ ଭୋଟ ପାଇଥିଲେ ଏ ନ ଡି ଯାଦବ 9ଖଣ୍ଡ ଭୋଟ ଅଧିକ ପା ଇ ସଭାପତି ଭାବେ ନିବାଚୀତ ହେଲେ ଏଥିରେ କୁଜଙ୍ଗ ଅଂଚଳରେ ଖୁସି ଲହର ହୋଇଛି
Article Image
1