ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରପରା ଗ୍ରାମରେ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ

ଏରସମା, 31/10/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତ ପାରପରା ଗ୍ରାମରେ ସାର୍ବଜନୀନ ମା ଗଜଲକ୍ଷ୍ମୀଙ୍କ ପୂଜା କମିଟି ତରଫରୁ ଦୀର୍ଘ ୪୭ ତମ ବର୍ଷରେ ପର୍ଦାପଣ କରିଛି। ମା" ଗଜଲକ୍ଷ୍ମୀଙ୍କର ପୂଜା ଧୁମଧାମରେ ପାଳନ ହୋଇଯାଇଛି । ମା" ଗଜଲକ୍ଷ୍ମୀଙ୍କ ନିତିନିୟମ ଅନୁସାରେ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ମାନେ ଗଜଲକ୍ଷ୍ମୀଙ୍କ ମଣ୍ଡପ ପାଖରୁ ଏକ ବିରାଟ କଳସ ଯାତ୍ରା ରେ ବାଜା ,ବାଣ, ଘଣ୍ଟ ଘଣ୍ଟି ସହିତ କୀର୍ତ୍ତନ କରି ଲୁଣାନଦୀ ଘାଟ ନିକଟରେ ପହଞ୍ଚିବାପରେ କର୍ତ୍ତା ସନାତନ ମଲ୍ଲ ପୂଜାସାରିବା ପରେ ପାରପରା ଗ୍ରାମର ଶ୍ରଦ୍ଧାଳୁ ମାନେ ନିତିନିୟମ ଅନୁସାରେ ଘଣ୍ଟ ଘଣ୍ଟି ହରିବୋଲ ହୁଳହୁଳି ସହିତ ଏକ କଳସ ଯାତ୍ରାରେ ଆସି ଗଜଲକ୍ଷ୍ମୀଙ୍କ ପୂଜାମଣ୍ଡପ ପୀଠରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯିବା ସହିତ ହୋମଯଞ ହୋଇଥିଲା ।ଗ୍ରାମରେ ଭକ୍ତି ମେୟ ପରିବେଶ ସୃଷ୍ଟି ହୋଇଥିଲା ।ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ଶେବନ ର ବ୍ୟବସ୍ଥା କରାଯାଇଥିଲା। ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ସମବାୟ ବିତ୍ ସମୀର ରଞ ୍ଜନ ସ୍ୱାଇଁ, ଏରସମା ବ୍ଲକ ବିଜୁଜନତା ଦଳର ଉପସଭାପତି ଲୋକନାଥ ରାଉତ ଜଲକ୍ଷ୍ମୀ ପୂଜା ମଣ୍ଡପରେ ଯୋଗଦେଇ ଥିଲେ।ପାରପରା ମା"ଗଜଲକ୍ଷ୍ମୀ ପୂଜା କମିଟିର ଗ୍ରାମର ସମସ୍ତ ମୁରବି ଯୁବକ ,ମହିଳା ମାନଙ୍କ ସହଯୋଗରେ ଗଜଲକ୍ଷ୍ମୀଙ୍କ ପୂଜା ଆଡ଼ମ୍ବରରେ କରାଯାଇଥିଲା
18