ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଡ଼ା,ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ଚାରଣ

ଏରସମା, 30/03/2025, ଉତ୍କଳ voice news - utkalvoicenews.com
Article Image
ଡ଼ା,ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ଚାରଣ ସଭା ପୂର୍ବତନ ମନ୍ତ୍ରୀ ଡା, ଦେବେନ୍ଦ୍ର ପ୍ରଧାନଙ୍କ ଏକାଦଶାହ ଅବସରରେ ଏକ ସର୍ବଦଳୀୟ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଅଟଳ ବିହାରୀ ସ୍ମୃତି ପରିଷଦ ପକ୍ଷରୁ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଜପା ପଞ୍ଚାୟତ ପଲ୍ଲୀକଣ୍ଟାସ୍ଥିତ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ,ଡ଼ା, ପ୍ରଧାନ ଓଡିଶା ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଥିଲେ। କହି ସ୍ମୃତି ଚାରଣ କରିଥିଲେ। ପୂର୍ବତନ ସରପଞ୍ଚ ତପନ ଗଛାୟତଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ପ୍ରତାପ ମିଶ୍ର,ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ନ୍ରୂଶିଂହ ସାହୁ,ଜିଲ୍ଲା କୋଷାଧ୍ୟକ୍ଷ ନିର୍ଲିପ୍ତ ଜେନା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମହାନ୍ତି, ଜଟାଧାରୀ ସ୍ଵାଇଁ, ସଞ୍ଜୟ ପରିଡା, ତପନ ବେହେରା,ନିତ୍ୟାନନ୍ଦ ଦାସ, ପ୍ରତାପ ପରିଡା,ମାନସ ସ୍ଵାଇଁ, ଅଜୟ କୁମାର ଲେଙ୍କା,କୈଳାସ ଚନ୍ଦ୍ର ଜୟସିଂହ, ନିରାକାର ସ୍ଵାଇଁ,ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
1