ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଧାୟକଙ୍କ କରକମଳ ଦୁଇଟି ପ୍ରକଳ୍ପର ଶୁଭ ଶିଳାନ୍ୟାସ ଓ ଉଦଘାଟନ

ଯାଜପୁର, 15/11/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ତା - ୧୪/୧୧/୨୦୨୬ : ବଡ଼ଚଣା ବ୍ଲକର ଜନସାଧାରଣଙ୍କ ଯାତାୟାତକୁ ସୁଗମ କରିବା ସହ ଅଞ୍ଚଳର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗୋପପୁର ଠାରୁ ଅଡ଼ମ୍ବରୁ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣର ଶୁଭ ଶିଳାନ୍ୟାସ ସହ ଚମ୍ପାପୁରୁ ପଞ୍ଚାୟତର PWD ରାସ୍ତା ଠାରୁ ସାନବନ୍ଦାଳ ରାସ୍ତାର ଉର୍ନ୍ନତିକରଣର ଶୁଭ ଶିଳାନ୍ୟାସ ଏବଂ ରଘୁଦାସପୁର ଠାରେ ବାପୁ ଭାଇ ୟୁଥ କ୍ଲବ ର ଉଦଘାଟନ ସହ ବସନ୍ତ ବିହାର ବଉଳା ଠାରେ ଶ୍ରୀ ଶ୍ରୀ ବିଦେଇ ମହାପୁରୁଷ ମଠର ତୋରଣ ଉନ୍ମୋଚନ ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ କରକମଳରେ ଅନୁଷ୍ଠିତ ହୋଇ ଯାଇଛି
9