ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାହାମାରେ ଉପଲବ୍ଧ " ମା ଅନ୍ନପୂର୍ଣ୍ଣା " କାଠଘଣା ସୋରିଷ ତେଲର ବଢୁଛି ଚାହିଦା।।। ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ଶୁଦ୍ଧ ତେଲକୁ ମିଳୁଛି ଗ୍ରାହକଙ୍କ ଗୁରୁତ୍ୱ

ରାହାମା, 15/11/2026, ଉତ୍କଳ voice news - utkalvoicenews.com( ଦେବାଶିଷ ଅକ୍ଷୟ କୁମାର ମହାନ୍ତି ରିପୋର୍ଟ ) :
Article Image
ତା - ୧୫/୧୧ : ଆଧୁନିକ ଜୀବନଶୈଳୀରେ ଖାଦ୍ୟର ଶୁଦ୍ଧତା ଓ ଗୁଣବତ୍ତାକୁ ନେଇ ଲୋକେ ଅଧିକ ସଚେତନ ହେଉଥିବା ବେଳେ ସତ୍ୱଧିକାରୀ ପ୍ରଦୀପ କୁମାର ବେହେରା ଙ୍କ ପ୍ରଚେଷ୍ଟା ରେ ଗଢି ଉଠିଥିବା " ମା ଅନ୍ନପୂର୍ଣ୍ଣା " କାଠଘଣା ସୋରିଷ ତେଲ ପାରମ୍ପରିକ କାଠଘଣା ସୋରିଷ ତେଲର ଚାହିଦା ବଢ଼ିବାରେ ଲାଗିଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ରାହାମା ତାଳପଦା ଛକସ୍ଥିତ ସାରଳା ଜୁଏଲର୍ସ ନିକଟରେ ଉପଲବ୍ଧ ହେଉଛି କାଠଘଣା ସୋରିଷ ତେଲ।ପାରମ୍ପରିକ ଶୀତଳ ପେଷଣ ପ୍ରଣାଳୀରେ ପ୍ରସ୍ତୁତ ଏହି ତେଲକୁ ୧୦୦ ପ୍ରତିଶତ ପ୍ରାକୃତିକ ବୋଲି ଗ୍ରାହକଙ୍କ ମଧ୍ୟରେ ଭିଡ଼ ଜମୁଛି।ଏଥିରେ ରାସାୟନିକ ରଙ୍ଗ ଓ କୃତ୍ରିମ ସୁଗନ୍ଧ ମିଶାଯାଉ ନଥିବା ଦୋକାନ ପକ୍ଷରୁ ଦାବି କରାଯାଇଛି। ସୋରିଷର ପ୍ରାକୃତିକ ବାସ୍ନା ଓ ସ୍ୱାଦକୁ ପସନ୍ଦ କରୁଥିବା ଗ୍ରାହକଙ୍କ ପାଇଁ ଏହା ଏକ ବିକଳ୍ପ ହୋଇପାରିଛି।ପାରମ୍ପରିକ ଘଣା ପ୍ରଣାଳୀକୁ ପୁଣି ଲୋକପ୍ରିୟ କରିବା ସହ ଶୁଦ୍ଧ ଖାଦ୍ୟ ସାମଗ୍ରୀ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି କରିବା ଏହି ଉଦ୍ୟମର ଲକ୍ଷ୍ୟ " ମା ଅନ୍ନପୂର୍ଣ୍ଣା " କାଠଘଣା ସୋରିଷ ତେଲ ସୋରିଷ ତେଲର ବିଶେଷତ୍ୱ ଉଲ୍ଲେଖ ରହିଛି।୧୦୦ ପ୍ରତିଶତ ପ୍ରାକୃତିକକାଠଘଣା ପ୍ରଣାଳୀରେ ପ୍ରସ୍ତୁତ।
Article Image
ପୋଷକତତ୍ତ୍ୱରେ ଭରପୂର।ଓମେଗା-୩ ଓ ଓମେଗା-୯ ଫ୍ୟାଟି ଏସିଡ୍ ଥିବା ଦାବି।ରାସାୟନିକ ରଙ୍ଗ ଓ କୃତ୍ରିମ ସୁଗନ୍ଧମୁକ୍ତ। ରାହାମାରେ ଉପଲବ୍ଧ କାଠଘଣା ସୋରିଷ ତେଲ।ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ଶୁଦ୍ଧ ତେଲକୁ ମିଳୁଛି ଗୁରୁତ୍ୱ।ସୋରିଷର ପ୍ରାକୃତିକ ବାସ୍ନା ଓ ସ୍ୱାଦକୁ ପସନ୍ଦ କରୁଥିବା ଗ୍ରାହକଙ୍କ ପାଇଁ ଏହା ଏକ ବିକଳ୍ପ ହୋଇପାରିଛି।ପାରମ୍ପରିକ ଘଣା ପ୍ରଣାଳୀକୁ ପୁଣି ଲୋକପ୍ରିୟ କରିବା ସହ ଶୁଦ୍ଧ ଖାଦ୍ୟ ସାମଗ୍ରୀ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି କରିବା ଏହି ଉଦ୍ୟମର ଲକ୍ଷ୍ୟ।ଖାଣ୍ଟି ଓ ସୁରକ୍ଷିତ: ଏଥିରେ କୌଣସି ପ୍ରକାରର କେମିକାଲ୍ କିମ୍ବା ଆର୍ଟିଫିସିଆଲ୍ ରଙ୍ଗ ବ୍ୟବହାର କରାଯାଏ ନାହିଁ। • ପୁଷ୍ଟିକର ଉପାଦାନ: କାଠ ଘଣାରେ ତେଲ ବାହାର କରାଯାଉଥିବାରୁ ଏହାର ପ୍ରାକୃତିକ ସୁବାସ, ପୋଷକ ତତ୍ତ୍ୱ ଏବଂ ଭିଟାମିନ୍ ବଜାୟ ରହିଥାଏ। • ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ: ହୃଦୟ ପାଇଁ ଭଲ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଠିକଣା: ସାରଳା ଜୁଏଲର୍ସ ନିକଟ, ତାଳପଡା ଛକ, ରାହାମା, ଜଗତସିଂହପୁର। ଯୋଗାଯୋଗ: ପ୍ରଦୀପ କୁମାର ବେହେରା -୮୮୯୪୩୪୧୯୦୪ / ୮୭୫୮୫୫୩୪୪୦
10