ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ

ଜଗତସିଂହପୁର, 31/03/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁରର ମାନ୍ୟବର ସାଂସଦ ଡଃ ବିଭୁ ପ୍ରସାଦ ତରାଇ ଗତ ଜୁଲାଇ ୩୦. ୦୭.୨୦୨୪ ତାରିଖରେ ଜଗତସିଂହପୁରରେ ମେଡିକାଲ କଲେଜ ଖୋଲିବା ପାଇଁ ଲୋକସଭାରେ Under Rule 377 ରେ ପ୍ରସଙ୍ଗର ଅବତାରଣା କରିଥିଲି। ଏହି ମର୍ମରେ ସେପ୍ଟେମ୍ବର ୩ ତାରିଖ ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଲିଖିତ ଉତ୍ତରରେ ଦର୍ଶାଇଥିଲେ - ଯଦି ଅଧିକ ମେଡିକାଲ କଲେଜର ପ୍ରତିଷ୍ଠା ପାଇଁ ନିଷ୍ପତି କରାଯିବ ତେବେ ଜଗତସିଂହପୁର ଜିଲ୍ଲାରେ ମେଡିକାଲ୍ କଲେଜର ପ୍ରତିଷ୍ଠା କରାଯିବାପାଇଁ ବିଚାର କରାଯିବ। ତେଣୁ ଏହାକୁ ଆଧାର କରି ଜଗତସିଂହପୁର ମେଡିକାଲ କଲେଜ ସମେତ ଓଡ଼ିଶାରେ ୮ଟି ମେଡିକାଲ କଲେଜର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କର ସ୍ଵିକୃତି ଆଦରଣୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଘୋଷଣା କରାଯାଇଅଛି ।
Article Image
1