ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଧିରାମ ମହାରଣାଙ୍କ ଶୋକ ସଭା ଅନୁଷ୍ଠିତ।

କୁଜଙ୍ଗ , 13/12/2024, ଉତ୍କଳ voice news - utkalvoicenews.comବରିଷ୍ଠ ସାମ୍ବାଦିକ ନିଧିରାମ ମହାରଣାଙ୍କ ପାଇଁ କୁଜଙ୍ଗ ପ୍ରେସ କ୍ଲବ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି l
Article Image
ନ୍ୟାସନାଲ ସ୍କୁଲ ପରିସରରେ କ୍ଲବ ସଭାପତି ଡକ୍ଟର ରଘୁନାଥ ସାହୁଙ୍କ ଅଧ୍ୟକ୍ଷତାରେ ଶୋକ ସଭାରେ ବରିଷ୍ଠ ସାମ୍ବାଦିକ ଜୀବନlନନ୍ଦ ଅଧିକାରୀ ,ପ୍ରେସ କ୍ଲବ ସମ୍ପାଦକ ଦୁଷ୍ମନ୍ତ ମାଝୀ ,ଗିରିଜା ପ୍ରସାଦ ମହାନ୍ତି ଓ ରଶ୍ମିରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ସ୍ବର୍ଗତ ମହାରଣାଙ୍କ ଦୀର୍ଘ ପଚାଶ ବର୍ଷ ଧରି ନିର୍ଭିକ ସାମ୍ବାଦିକତା ସମ୍ପର୍କରେ ଆଲୋଚନା କରିଥିଲେ l ଶୋକ ପ୍ରାର୍ଥନା ପୂର୍ବରୁ ଏକ ନିରବ ପ୍ରାର୍ଥନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରଂଜିତ କୁମାର ପଣ୍ଡା ,ଯଂଜ୍ଞସୋର ଦଳାଇ ,ବରଦା ପ୍ରସନ୍ନ ବିଶ୍ୱାଳ ,ଗୌରାଙ୍ଗ ସ୍ୱାଇଁ ,ସୁଦର୍ଶନ ମଲ୍ଲ ଓ ସୂର୍ଯ୍ୟକାନ୍ତ ମଲିକ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ l
Article Image
1