ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଶାସକୁ ଓ ଦାରିଦ୍ର୍ୟତା ଯୋଗୁଁ ବିଷ ପାନକରି ମୃତ୍ୟୁ

ବୁଗୁଡ଼ା, 06/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବିଷପାନ କରି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ବ୍ୟକ୍ତି ଜଣଙ୍କ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର ରଙ୍କନିଧୂ ଘଡେଇ । ବହୁ ଦିନ ଧରି ତାଙ୍କର ସ୍ବାସ୍ଥ୍ୟ ଖରାପ ଥିଲା। ଦାରିଦ୍ର୍ୟତା ଯୋଗୁଁ ଉପଯୁକ୍ତ ଚିକିତ୍ସା ହୋଇପାରୁନଥିଲା।ଏଣେ ସେ ଥୂଲେ ଜ ଜଣେ ନିଶାସକୁ ବ୍ୟକ୍ତି। ଖରାପ ସ୍ବାସ୍ଥ୍ୟ ଦେଖାଇବା ପାଇଁ ଆବଶ୍ଯ ଶ୍ୟକୀୟ ଅର୍ଥ ନଥୁବା ଫଳରେ ଯନ୍ତ୍ରଣା ସହ୍ୟ କରିନପାରି ରଙ୍କନିଧୂ ମଦ ସହିତ କୌଣସି ବିଷ ମିଶାଇ ପିଇଥିବା କୁହାଯାଉଛି। ଗୁରୁତର ଅବସ୍ଥା ସ୍ଥାରେ ପରିବାର ଲୋକେ ରଙ୍କନିଧୂଙ୍କୁ ବୁଗୁଡ଼ା ମେଡିକାଲ ଶିଥିଲେ। ଚିକିତ୍ସାନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ବୁଗୁଡା ଥାନା ପୋଲିସ ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ, ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏହି ବିଷୟରେ ପୋଲିସ ତଦନ୍ତ ଜାରି ରଖୁଥ‌ିବା କଣାପଡିଛି।
8