ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀରାମ ନବମୀ ପାଳିତ

ବୁଗୁଡ଼ା, 06/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ତାଳସାକର ଗ୍ରାମର ଦଧିବାମନ ମନ୍ଦିର ଠାରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି।ଏହି ଉତ୍ସବରେ ଗୋପାଳ କୃଷ୍ଣ ଜେନା, କାବେରୀ ଜେନା, ବିକ୍ରମ୍ କେଶରୀ ପଣ୍ଡା,ରାକେଶ ଜେନା ଏବଂ ଗ୍ରାମର ଛାତ୍ର ଛାତ୍ରୀ ଓ ଗ୍ରାମ ବାସୀ ମାନେ ଯୋଗଦେଇଥିଲେ l
Article Image
1