ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚିକିତ୍ସାରେ ଅର୍ଥ ସାଜିଛି ବାଧକ ଆର୍ଥିକ ସହାୟତା ସହିତ ପ୍ରଧାନମନ୍ତ୍ରୀ ଆବାସ ପାଇଁ ନିବେଦନ

ଏରସମା, 13/04/2025, ଉତ୍କଳ voice news - utkalvoicenews.com
Article Image
ବିଜୁ ସ୍ୱ।ସ୍ଥ କାର୍ଡର ସମସ୍ତ ପଇସା ଖର୍ଚ୍ଚ ସରିଛି।କର୍କଟ ରୋଗରେ ପୀଡିତ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଏମିତି ଅଵସ୍ଥା ଦେଖିବାକୁ ମିଳିଛି ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତ ଜନାର୍ଦ୍ଦନପୁରୁ ଗ୍ରାମର କମଳା ଓଝା l ଗତବର୍ଷ ପେଟ ବିନ୍ଧୁ ଥିବାରୁ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଦୁଃଖର କଥା ବାୟୋସ୍ପି ପରେ କ୍ୟାନସର ଜଣା ପଡିଥିଲା। ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅପରେସନ କରାାଇଥିବା ବେଳେ ବିଜୁ ସ୍ୱlସ୍ଥ କାର୍ଡର ସମସ୍ତ ପଇସା ଖର୍ଚ୍ଚ ସରିଛି। ବର୍ତ୍ତମାନ ଅର୍ଥର ଅଭାବ ଯୋଗୁ ମେଡିକାଲ ଟ୍ରିଟମେଣ୍ଟ ପାଇଁ ଅର୍ଥ ସାଜିଛି ବାଧକ। ପରିବାର କହିଲେ ତାଙ୍କର ଗୋଟିଏ ୧୦ ବର୍ଷର ପୁତ୍ର । ସ୍ୱlମୀ ଆରପାରିକୁ ଚାଲିଯାଇଛନ୍ତି।ପୁଅ ପାଠ ପଢ଼ିବାପାଇଁ ଅର୍ଥର ଘୋର ଅଭାବ। ପୁଅ ପାଠ ପଢା ବୟସରେ ପରଘରେ ମଜୁରୀ ଲାଗି ତାଙ୍କର ପରିବାର ପ୍ରତିପୋଷଣ କରୁଛନ୍ତି । ଚାଳଘର ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି।ଅର୍ଥ ପାଇଁ ଗଣମାଧ୍ୟମ ଜରିଆରେ ଆକୁଳ ନିବେଦନ କରିଥିବା ବେଳେ ସରକାର ତୁରନ୍ତ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ଏଥି ସହିତ କୈlଣସି ସଂସ୍ଥା କିମ୍ବା କୈlଣସି ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିବାକୁ କମଳା ଓ ତାଙ୍କର ପୁତ୍ର ଆକୁଳ ନିବେଦନ କରିଛନ୍ତି।
9