ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘ ର ୫୨ତମ ବାର୍ଷିକ ଅଧିବେଶନ ରାହାମା ବିଜୁ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।।।

ରାହାମା , 23/12/2024, ଉତ୍କଳ voice news - utkalvoicenews.comନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘ ର ୫୨ତମ ବାର୍ଷିକ ଅଧିବେଶନ ରାହାମା ବିଜୁ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।।।
Article Image
ଏହି ଅଧିବେଶନରେ ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘ ର ସମ୍ପାଦକ ସତ୍ୟବ୍ରତ ପରିଡା, ଗଗନ ବିହାରୀ ଲେଙ୍କା ନେତୃତ୍ୱ ରେ ୫୨ତମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶ ରେ ବିଭିନ୍ନ ଜିଲ୍ଲା ର ସମ୍ପାଦକ, ସଭାପତି ମାନେ ଯୋଗ ଦେଇଥିଲେ। ବନ୍ଦେ ମାତରଂ ଓ ଭାରତ ମାତାକି ଜୟ ସ୍ୱର ରେ ପ୍ରକମ୍ପିତ ହୋଇଥିଲା। ସଙ୍ଘ ର ନିୟମ ବଳି ରେ କର୍ମଚାରୀ ମାନେ ଶପଥ କରିଥିଲେ।ଫେବୃଆରୀ ମାସରେ ମହାସଂଘ ଡାକରାରେ ବିଧାନ ସଭା ସମ୍ମୁଖରେ ୯ଦିନ ଧରି ଚାଲିଥିବା ଗଣଧାରଣାରେ ସାମିଲ ହେବା ସହ ସମସ୍ତ ଠିକା ଶ୍ରମିକ ମାନଙ୍କ ୧୦୦ ଟଙ୍କା ଙ୍କୁ ବୃଦ୍ଧି କରାଯିବ ସହିତ ମିଟର ରିଡର ମାନେ କୁଶଳୀ ଦରମା ପାଇଥିଲେ ଏହାର ମୁଖ୍ୟ ଏଜେଣ୍ଟା ଥିଲା ବିଦ୍ୟୁତ ଠିକା ଶ୍ରମିକ ମାନଙ୍କ ପାଇଁ ସ୍ୱତନ୍ତ୍ର ସର୍ବନିମ୍ନ ମଜୁରୀ, ହରିୟାନା ଲାଗୁ ଆଉଟସୋର୍ସିଙ୍ଗ ମଡେଲ ଓଡିଶା ରେ ଲାଗୁ କରିବା ପାଇଁ ଆସନ୍ତା ସପ୍ତାହ ରେ ଶ୍ରମ ମନ୍ତ୍ରୀ ଙ୍କ ଅଧକ୍ଷ୍ୟତା ରେ ଏକ ବୈଠକ ହେବ। ସ୍ଥାୟୀ ଶ୍ରମିକ ମାନଙ୍କ ମଜୁରୀ ନିର୍ଧାରଣ ରେ ଟାଟା ପାଓର ର ମନମୁଖୀ କାର୍ଯ୍ୟ ପାଇଁ ଦିନିକିଆ ଧାରଣା ରେ ସଙ୍ଘ ସାମିଲ ହେବ। ନିଲମ୍ବନ କର୍ମଚାରୀ ମାନଙ୍କୁ ସେମାନଙ୍କ କାର୍ଯ୍ୟ ରେ ପୁନର୍ବାର ଯୋଗ ଦେବା। ସଙ୍ଘ ର ସଂଘଠିତ ଓ ସମୃଦ୍ଧ କରିବା ।।।।।।
1