ତିର୍ତୋଲ , 24/12/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ପ୍ରମୋଦ କୁମାର ଦାସ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ
ଉପଲକ୍ଷେ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବଡ଼ ଭାଇ - ପ୍ରତାପ ଚନ୍ଦ୍ର ଦାସ,ମଝିଆ ଭାଇ- ପ୍ରକାଶ ଦାସ,ସାନ ଭାଇ - ପ୍ରଦୀପ୍ତ ଦାସ,ବଡ଼ ପୁଅ - ପ୍ରତ୍ୟୁଷ ଲଗ୍ନଜିତ ଦାସ,ସାନ ପୁଅ - ପ୍ରଭୁ ଦତ୍ତ ଦାସ, ବଡ଼ ପୁତୁରା -ପ୍ରସନ୍ନଜିତ ଦାସ,ସାନ ପୁତୁରା ବିଶ୍ୱଜିତ ଦାସ ଓ ଜଗତସିଂହପୁର ଜିଲ୍ଲା ଓ ବିଭିନ୍ନ ବ୍ଲକ ମାନଙ୍କର ବହୁ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।ପ୍ରମୋଦ କୁମାର ଦାସ ଜିଲ୍ଲାରେ ସାମ୍ବାଦିକତା ର ଶୀର୍ଷରେ ଥିଲେ। ତାଙ୍କ ଲେଖନୀ ମୁନରେ ସାମ୍ବାଦିକତା ର ସତ୍ୟତା ସ୍ପଷ୍ଟ ଥିଲା!ସେ ସମ୍ବାଦ ପରିବେଷଣ କଲା ବେଳେ ନିର୍ଭୟ, ଅସହାୟ ମାନଙ୍କୁ ସାହାଯ୍ୟ ର ହାତ ବଢ଼ାଇ ଥିଲେ ଏକ ସଡ଼କ ଦୁର୍ଘଟଣା ରେ ତାଙ୍କର ଅକାଳ ବିୟୋଗ ଘଟିଥୀଲା ।ଏବେବି ପ୍ରମୋଦ ଙ୍କୁ ଝୁରୁଛନ୍ତି ଗ୍ରାମ ବାସି, ବନ୍ଧୁ, ପରିବାର ବର୍ଗ, ଆତ୍ମୀୟ ମାନେ