ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବରିଷ୍ଠ ଇଞ୍ଜିନିୟର ନିର୍ମଳ ପ୍ରଧାନଙ୍କ ବିୟୋଗ

ଏରସମା, 23/04/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଳକ ଗୋଡା ପଂଚାୟତ ଘୋଷାଘର ଗ୍ରାମର ବରିଷ୍ଠ ଇଞ୍ଜିନିୟର ନିର୍ମଳ ଚନ୍ଦ୍ର ପ୍ରଧାନ ଙ୍କ ବିୟୋଗ ଘଟିଛି। ସେ ୧୯୯୨ମସିହାରେ ଏରସମାରେ ଥିଲାବେଳେ ଏରସମା ଅଂଚଳର ରାସ୍ତା ଘାଟ, ଲୁଣା ବନ୍ଧ, ଶିଆଳି ବେଳା ଭୂମିକୁ ସଂଯୋଗ କରୁଥିବା ରାସ୍ତା ଆଦିର ଅନେକ ଉନ୍ନତି ହୋଇଥିଲା। ସେ ଜଣେ ଦକ୍ଷ ପ୍ରଶାସକ ଓ ତାଙ୍କ ସହ ଧର୍ମିଣୀ ବିଜେଡ଼ି ର ଜିଲ୍ଲା ପରିଷଦ ପ୍ରାଥୀରୁ ବିଜୟୀ ହୋଇଥିଲେ ଏଣୁ ତାଙ୍କର ଅନେକ ଲୋକ ପ୍ରିୟତା ଅଛି। ତାଙ୍କ ମୃତ୍ୟରେ ଅଞ୍ଚଳ ବାସି ମର୍ମାହତ ଓ ଦୁଃଖ ପ୍ରକାଶ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।
8