ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କ୍ୟାଣ୍ଡେଲ ଶୋଭାଯାତ୍ରା, ଏରସମା

ଏରସମା, 25/04/2025, ଉତ୍କଳ voice news - utkalvoicenews.com
Article Image
ଜାମ୍ମୁ କାଶ୍ମୀରର ପହଲଗାମ୍ ଗତ ୨୨ତାରିଖ ମଙ୍ଗଳବାର ଆତଙ୍କ ବାଦୀଙ୍କ ଘଟଣାକୁ ଘୋର ନିନ୍ଦା କରାଯାଇ ଆଜି ସନ୍ଧ୍ୟାରେ ଏରସମା ଜଗନ୍ନାଥ ସାଂସ୍କୃତିକ ମଞ୍ଚ ପକ୍ଷରୁ ଜଗନ୍ନାଥ ମନ୍ଦିରରୁ ଏକ କ୍ୟାଣ୍ଡେଲ ପଦଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା।ଏହି ଆତଙ୍କି ଘଟଣାରେ ୨୭ଜଣ ହିନ୍ଦୁ ଗୁଳି ଚୋଟରେ ପ୍ରାଣ ହରାଇଥିଲେ।ଆତଙ୍କ ବାଦ ବିରୁଦ୍ଧରେ ସ୍ଲୋଗାନ, ପାକିସ୍ତାନ ମୁର୍ଦା ବାଦ ଶବ୍ଦରେ ବଜାର କମ୍ପି ଉଠିଥିଲା। ଆଜିର ସଂଗ୍ରାମୀ ପଦଯାତ୍ରାରେ ଅମୁଲ୍ୟ ବିଶ୍ୱାଳ, ଜୟନ୍ତ ସେଠୀଙ୍କ ନେତୃତ୍ୱ ରେ ସଂଗଠନର ଯୁବପିଢ଼ିମାନେ ଆଗେଇ ଚାଲିଥିଲେ।ଭାରତବର୍ଷରେ ପାକିସ୍ତାନ ସବୁ ସମୟରେ କୁଟ ଚକ୍ରାନ୍ତ ଓ ହୀନ ବୁଦ୍ଧି କରି ଭାରତରେ ବିଶୃଙ୍ଖଳା ଘଟଇ ଥିବାରୁ ସମସ୍ତେ ନିନ୍ଦା କରିଛନ୍ତି। ଭାରତ ଏହାର କଡା ଜବାବ ଦେଉ ସମସ୍ତେ ମତ ଦେଇଥିଲେ ।
Article Image
1