ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆୟୁଷ୍ମାନ ଭାରତ କାର୍ଡ ବାଣ୍ଟିଲେ ପାରାଦୀପ ଗଡ ସରପଞ୍ଚ l

ପାରାଦୀପ ଗଡ, 25/04/2025, ଉତ୍କଳ voice news - utkalvoicenews.com
Article Image
ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ଥିବା ୧୧ ଗୋଟି ରାଜସ୍ଵ ଗ୍ରାମ ମଧ୍ୟରୁ ଆଜି ଏକ ସ୍ୱତନ୍ତ୍ର ଉତ୍ସବ ରେ ଚୁନବେଲାରି ଗ୍ରାମରେ ଥିବା ୫୨୦ ଜଣ ରେଶନ କାର୍ଡ ହିତାଧକାରୀଙ୍କୁ "ଆୟୁଷ୍ମାନ ଭାରତ" ସ୍ୱାସ୍ଥ ବୀମା କାର୍ଡ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ବଣ୍ଟନ କରିଛନ୍ତି l ଏହି କାର୍ଡ ଦ୍ବାରା ଗରିବ ଶ୍ରେଣୀର ଲୋକ ମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନୱାଡି କର୍ମୀ ଲିପିକା ବେହେରା, ଆଶାକର୍ମୀ ସରସ୍ବତୀ ସାହୁ, ବିଚିତ୍ର ବେହେରା, ଟୁନି ସିଂହ, ଜନସେବା କେନ୍ଦ୍ର ଅପରେଟର ତପନ କୁମାର ମହାପାତ୍ର, ଦୀପିକା ସାହୁ ବାସନ୍ତୀ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
Article Image
Article Image
Article Image
1