ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଜିତ କୁମାର ଲେଙ୍କାଙ୍କୁ ଗୁରୁ ସମ୍ମାନ

ଏରସମା, 27/04/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ପଲ୍ଲୀକାଣ୍ଟା ପଂଚାୟତ ହାଡିବନ୍ଧୁ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଜିତ କୁମାର ଲେଙ୍କାଙ୍କୁ ଜଗତସିଂହପୁର ଜିଲ୍ଲା ଉତ୍ସବ ରେ "ଗୁରୁ ସମ୍ମାନ" ପ୍ରତିଭାରେ ସମ୍ମାନୀତ କରାଯାଇ ଅଛି।ଶ୍ରୀଯୁକ୍ତ ଲେଙ୍କା ଜଣେ ଦାୟିତ୍ୱ ପୂର୍ଣ୍ଣ ବ୍ୟକ୍ତି ଯେକି ଏରସମା ବ୍ଳକ ଓଷ୍ଟା ପକ୍ଷରୁ ସମ୍ପାଦକ ସହିତ ଜଗତସିଂହପୁର ଜିଲ୍ଲା ଓଷ୍ଟା ସମ୍ପାଦକ ସକ୍ରିୟ ସମ୍ପାଦକ କାର୍ଯ୍ୟ ତୁଳାଉଛନ୍ତି। ତାଙ୍କର ଶିକ୍ଷା ଏମ.ଏ,ବି.ଇ.ଡି। ସେ ଅନେକ ସାମାଜିକ ସଂଗଠନ ସହିତ ସାମିଲ ହୋଇ ସମ୍ମାନ ପାଇଛନ୍ତି।ଶ୍ରୀଯୁକ୍ତ ଲେଙ୍କାଙ୍କୁ ଗୁରୁ ସମ୍ମାନ ମୂଳିଥିବାରୁ ନିଜ ବିଦ୍ୟାଳୟ ର ସହକର୍ମୀ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁସି ଦେଖା ଦେଇଛି।
Article Image
1