ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ରେ କରାଟେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ l

ପାରାଦୀପ ଗଡ, 04/05/2025, ଉତ୍କଳ voice news - utkalvoicenews.com
Article Image
ପାରାଦୀପ କରାଟେ ଆସୋସିଏସନ୍ ଆନୁକୁଲ୍ୟରେ ପାରାଦୀପ ଗଡ କଲ୍ୟାଣ ମଣ୍ଡପ ରେ ଏକ କରାଟେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ରାଜ୍ୟର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା କରାଟେ ଛାତ୍ର, ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେବା ପରେ ବ୍ଲାକ୍, ୟେଲୋ ଓ ହ୍ୱାଇଟ ବେଲ୍ଟ ପ୍ରଦାନ କରଯାଇଥିଲା l ଏହି ପ୍ରଶିକ୍ଷଣ ଶିବିର ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ଶିବିର କୁ ଉଦ୍ଘାଟନ କରିବା ସହିତ ବିଭିନ୍ନ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର, ଛାତ୍ରୀ ମାନଙ୍କୁ ବିଭିନ୍ନ ରଙ୍ଗର ଵେଲ୍ଟ ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପାରାଦୀପ କରାଟେ ଆସୋସିଏସନ୍ ର ପ୍ରଶିକ୍ଷକ ଶ୍ରୀ ଆମର ଜ୍ୟୋତି ରାଉତ, ଚନ୍ଦ୍ର ଶେଖର ଚୌଧୁରୀ, ବିଚିତ୍ର ପ୍ରଧାନ, ମାନସ ମଙ୍ଗରାଜ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ଶିବିର କୁ ପରିଚାଳନା କରିଥିଲେ l
Article Image
Article Image
Article Image
9