ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

ଏରସମା, 10/05/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଜନକାଦେଇପୂର୍ ପଞ୍ଚାୟତ ଦୁର୍ଗାପୁର କୋଚିଳା ଦେବୀ ଗ୍ରାମରେ ବାଲିକୁଦା ଏରସମା ବିଜେପି ନେତା ସତ୍ୟ ସାରଥୀ ମହାନ୍ତିଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ଏବଂ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବଳିଷ୍ଠ ନେତୃତ୍ୱ ଓ ବାଲିକୁଦା ଏରସମା ବିଜେପି ନେତା ସତ୍ୟ ସାରଥୀ ମହାନ୍ତିଙ୍କ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ଗୋଡା ଗ୍ରାମପଞ୍ଚାୟତର ନିତ୍ୟାନନ୍ଦ ସ୍ୱାଇଁ, କୈଳାଶ ସ୍ବାଇଁ,ମୁଦୁଲି ଧର ସ୍ବାଇଁ,ସୁବାସ ସ୍ବାଇଁ, ପୁରୁଷୋତ୍ତମ ସ୍ବାଇଁ,ପ୍ରଫୁଲ୍ଲ ସ୍ବାଇଁ,ବଂଶୀଧର ସ୍ବାଇଁ,ନିକୁଞ୍ଜ ସ୍ବାଇଁ,ବେଣୁଧର ସ୍ବାଇଁଅଧିର ସ୍ବାଇଁ,ବାବାଜୀ ସ୍ବାଇଁ,ଅର୍ଚ୍ଚିତା ସ୍ବାଇଁ,ପ୍ରିୟଙ୍କା ସ୍ବାଇଁ,ସାବିତ୍ରୀ ସ୍ବାଇଁଙ୍କ ସମେତ ବିଜେଡ଼ି ଓ କଂଗ୍ରେସ କାର୍ଯ୍ୟକର୍ତ୍ତା ଦଳ ଛାଡ଼ି ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ। ଭାରତୀୟ ଜନତା ପାର୍ଟି ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି l ସମସ୍ତଙ୍କ ଯୋଗଦାନରେ ତୃଣମୂଳସ୍ତରରେ ଆମ ଦଳର ସଂଗଠନକୁ ଆହୁରି ମଜବୁତ କରିବ ।ଏହି ମିଶ୍ରଣ ପର୍ବରେ ଯୋଗଦେଇଥିଲେ ,ବାଲିକୁଦା ପୂର୍ବତନ ମଣ୍ଡଳ ସଭାପତି ଦିଲ୍ଲୀପ କୁମାର ରାଉଳ, ନହରଣା ମଣ୍ଡଳ ସଭାପତି କୃପାସିନ୍ଧୁ ମହାନ୍ତି, କ୍ଷେତ୍ର ମୋହନ ସାହୁ ନାରୀ ନେତ୍ରୀ ରାଜଶ୍ରୀ ପଟ୍ଟନାୟକ, ଏବଂ ଦଳର ବରିଷ୍ଠ ନେତୃତ୍ବ ମାନେ ଉପସ୍ଥିତ ଥିଲେ।
Article Image
1