ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ରେ ସକ୍ରିୟ ହୋଇପଡିଛନ୍ତି ଗୋମାଫିଆ*

କୁଜଙ୍ଗ , 11/05/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ରେ ସକ୍ରିୟ ହୋଇପଡିଛନ୍ତି ଗୋମାଫିଆ ଏକ ଗୋରୁ ବୋଝେଇ ଗାଡି କୁଜଙ୍ଗ ପ୍ରଖଣ୍ଡ ବଜରଙ୍ଗ ଦଳର କର୍ମୀ ଓ କିଛି ସ୍ଥାନିୟ ଲୋକ ସହାୟତା ରେ ରାତ୍ରି ୩. ୪୫ ମିନିଟ ସମୟରେ ମହିନ୍ଦ୍ରା ପିକଅପ ଗାଡି ଅଟେ। ସେହି ଗାଡ଼ିରେ ୬ଟି ଗାଈ କୁ ଅତି ନିମ୍ରମ ଭାବେ ରକ୍ତାକ୍ତ ଅବସ୍ଥାରେ ଗାଡ଼ିରେ ପଡିଥିଲା । କୃଷ୍ଣାନନ୍ଦପୁର ଥିବା କଂସେଇ ଖାନା କୁ ଗୋ ଚାଲାଣ ହେଉଥିଲା ବୋଲି ଜଣା ପଡ଼ିଛ ବଜରଙ୍ଗୀ ଦଳ କର୍ମୀ ଉକ୍ତ ଗାଡିଟି ପିଛା କଲାବେଳ ଗାଡି ଦ୍ରୁତଗତିରେ ଗଡିଚାଲିଥୀଲା।
Article Image
ଖବର ପାଇଁ ସ୍ଥାନୀୟ ବଜରଙ୍ଗି କର୍ମୀ ମାନେ ଗାଡିଟିକୁ ଅଟକାଇବାରେ ସକ୍ଷମ ହୋଇଥିଲେ। କୁଜଙ୍ଗ ପାନପଲ୍ଲୀ ଅଞ୍ଚଳର (ଚନ୍ଦା )ନାମକ ଯୁବକ ସଦା ସର୍ବଦା ଗୋରୁ ଚାଲାଣ କରିଥାଏ। ଉକ୍ତ ଗାଡି ଡ୍ରାଇଭର ଓ ସାଥି ରାତ୍ରି ଥିବାରୁ ଦୌଡ଼ି ପଳେଇ ଯାଇଥିଲେ ଅନ୍ୟ ଜଣ ସାଥି ଦୌଡ଼ି ଯିବା ସମୟରେ ତଳେପଡି ଯାଇଥୀଲା।ଉକ୍ତ ଯୁବକ ନାମ ମିର ରମଜାନ ଅଲ୍ଲୀ କୃଷ୍ଣାନନ୍ଦପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି।ସରକାର ଗୋରୁଚାଲାଣ ପ୍ରତିଧ୍ୟାନ ଦେବା ସହ ମୁଖ୍ୟ ଆସାମୀମାନଙ୍କୁ ଧରିବାରେ ସକ୍ଷମ ହେଲେ ଗୋଚାଲାଣ ରୋକାଯାଇପାରିବ। ସାଧାରଣ ରେ ପ୍ରଶ୍ନ ଉଠୁଛି ପେଟ୍ରୋଲିଙ୍ଗକୁ କଡାକଡି କରିବା ସହ କୁଜଙ୍ଗ, ରାହାମା, ପଙ୍କପାଳ, ପାଟପୁର ଅଞ୍ଚଳରେ ସ୍ଥାନୀୟ ଲୋକ ମାନେ ଦାବି କରିଛନ୍ତି। ସେମାନଙ୍କ ମୁଖ୍ୟ ରାସ୍ତା ରାହାମା ହୋଇଥବାରୁ ରାହାମା ଅଞ୍ଚଳ ରେ ଏକ ଥାନା ପ୍ରତିଷ୍ଠା ପାଇଁ ସାଧାରଣ ରେ ଦାବିହେଉଛି।ସକାଳୁ ପରିସ୍ଥିତି ଅଣାୟତ୍ତ ହେବାରୁ କୁଜଙ୍ଗ ପୋଲିସ ଓ ଥାନା ଅଧିକାରୀ ବଂଶୀଧର ପ୍ରଧାନ ସହାୟତାରେ ଉକ୍ତ ଗୋରୁ ବୋଝଇ ଗାଡି ଓ ଆସାମୀ ଜଣକୁ ପୋଲିସକୁ ଜିମା ଦେଇ କୁଜଙ୍ଗ ଥାନକୁ ନିଆଯାଇଥିଲା। ଗାଇମାନଙ୍କୁ ଗୋ ଶାଳା କୁ ସ୍ଥାନ ସ୍ଥାନାନ୍ତର କରାଯାଇଥିଲା।
Article Image
Article Image
Article Image
1