ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ରେ ତ୍ରିରଙ୍ଗା ରାଲି ।

ବୁଗୁଡ଼ା, 15/05/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଭାରତର ସୁରକ୍ଷା ପାଇଁ ଆଜି ସମସ୍ତ ନାଗରିକ ଏକ୍ ଏନେଇ ରାଜ୍ଯର ସମସ୍ତ ଜିଲ୍ଲାର କୋଣ ଅନୁକୋଣରେ ତ୍ରିରଙ୍ଗା ପତକା ଧରି ବାଇକ୍ ରାଲି ହେଉଥିବା ବେଳେ ସେହିଭଳି ଆଜି ଗଞ୍ଜାମଜିଲ୍ଲା ବୁଗୁଡା ଏନଏସିରେ ଅନୁଷ୍ଟିତ ହୋଇଯାଇଛି ବାଇକ୍ ରାଲି ।ଏହି ବାଇକ୍ ତ୍ରିରଙ୍ଗା ରାଲିର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭାରତିୟ ସେନା ମାନଙ୍କୁ ପ୍ରସଂସିତ କରିବା ଏବଂ ଆମ ତ୍ରିରଙ୍ଗାପତକା କୁ ସମ୍ମାନ ଜଣାଇବା ଏହା ରହିଥିଲା ମୁଖ୍ୟ ଉଦ୍ଦେଶ୍ୟ।ଏହି କାର୍ଯ୍ଯକ୍ରମ ବୁଗୁଡା ଏନଏସି ଅଧିକାରି ଙ୍କ କାର୍ଯ୍ଯାଳୟ ଠାରୁ ବାହାରି ବୁଗୁଡା ସହର ପରିକ୍ରମା କରାଯାଇଥିଲା।ଏହି ବାଇକ୍ ରାଲିରେ ବୁଗୁଡା ଏନଏସି କାର୍ଯ୍ଯନିର୍ବାହୀ ଅଧିକାରି ,ବୁଗୁଡା ଆଡିସନାଲ୍ ତହସିଲଦାର୍ ,ବୁଗୁଡା ଗୋଷ୍ଟି ଶିକ୍ଷ୍ଯା ଅଧିକାରି ,ଏବଂ ସମସ୍ତ ବିଭାଗିୟ କର୍ମଚାରି ତଥା କିଛି ଦଳିୟ ନେତା ,ବୁଗୁଡା ବାସିଙ୍କୁ ନେଈ ଏହି ରାଲି ଅନୁଷ୍ଟିତ ହୋଇଥିଲା ।
Article Image
Article Image
1