ରାହାମା, 15/05/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲାର ସର୍ବ ପୂରାତନ ବ୍ୟବସାୟୀ ପେଣ୍ଠ ସ୍ଥଳୀ ରାହାମା ବଜାରରେ ଅନେକ ନୂଆ ଓ ପୁରୁଣା ବ୍ୟବସାୟୀ ପ୍ରତିଷ୍ଠାନ ରହିଅଛି ସେଥି ମଧ୍ୟରେ ଶାରାଳ ଜୁଏଲର୍ସ ଅନ୍ୟତମ

ଜୁଏଲଲର୍ସ ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ଅନେକ ସମୟରେ ଲକୀ କୂପନ ଜରିଆରେ ସୁନା ଅଳଙ୍କାର କିଣିବା ଉପରେ ଅନେକ ଆକର୍ଷଣୀୟ ଉପହାର ର ସୁବିଧା କରିଥାଏ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ସୁନା ଗହଣା କିଣା ଉପରେ ସ୍କ୍ରାଚ କାର୍ଡ ଉପଲବ୍ଧ ହୋଇଥିଲା ସ୍କ୍ରାଚ କାର୍ଡ ଜରିଆରେ ଭାଗ୍ୟଶାଳୀ ବିଜେତାଙ୍କୁ ବିଗତ ଦିନରେ ହୋଣ୍ଡା ଆକଟିଭା, ନଗଦ ଟଙ୍କା, ସୁନା ମୁଦି,ଏଲିଡି ଟିଭି, ଫ୍ରିଜ ଆଦି ପୁରସ୍କାର ଦିଆଯାଇ ଥାଏ। ଲକି ଡ୍ର ମାଧ୍ୟ୍ୟମରେ ତିର୍ତ୍ତୋଲ ଅଞ୍ଚଳର ତେନ୍ତୁଳିପଦା ଗ୍ରାମର ଦୋଳଗୋବିନ୍ଦ ବେହେରା ଏକ ଲକ୍ଷ୍ୟ ଟଙ୍କା ଜିତି ପାରିଛନ୍ତି ଗତ କାଲି ସନ୍ଧ୍ୟା ସମୟରେ ଲୋକ ମାନଙ୍କ ନିର୍ଭର ଯୋଗ୍ୟ ଅଳଙ୍କାର ପ୍ରତିଷ୍ଠାନ ଶାରଳା ଜୁଏଲର୍ସ ରାହାମା ପରିସରରେ ଭାଗ୍ୟଶାଳୀ ସ୍କ୍ରାଚ କାର୍ଡ ବିଜେତା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ଏଥିରେ ଶାରାଲା ଜୁଏଲାର୍ସ ସତ୍ୱଧିକାରୀ ବିଶ୍ୱନାଥ ମାଣିକ ନେତୃତ୍ୱରେ ଅନୁଷ୍ଟିତ ବିଜେତା ସମାରୋହ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ରାହାମା ବଜାରର ବିଶିଷ୍ଟ ବ୍ୟବସାୟୀ ଭିକାରୀ ଚରଣ ସେନାପତି, ସମାଜସେବୀ ଡକ୍ଟର ସୁନାକର ବେହେରା,ସାଇଲୋ ସେବା ସମବାୟ ସମିତି ସଭାପତି ପ୍ରଦୀପ କୁମାର ବେଉରା,ରାହାମା ବିକାଶ ପରିଷଦ ସମ୍ପାଦକ ନୃସିଂହ ଚରଣ ସେନାପତି, ବ୍ୟାସ ଫାଉଣ୍ଡେସନ ଅଧକ୍ଷା ସ୍ନେହମୟୀ ଆଚାର୍ଯ୍ୟ,ଶାରାଲା ଜୁଏଲର୍ସ ରାହାମା ମାଲିକ ପର୍ଶୁରାମ ମାଣିକ ଉପସ୍ଥିତ ରହି ସ୍କ୍ରାଚ କାର୍ଡ ବିଜେତା ଦୋଳଗୋବିନ୍ଦ ବେହେରା ଙ୍କୁ ଏକ ଲକ୍ଷ୍ୟ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।ଏହି ଆକର୍ଷଣୀୟ ପୁରସ୍କାର ଅନ୍ୟ ଗ୍ରାହକ ମାନଙ୍କ ପାଇଁ ଆଗ୍ରହ ଓ ପ୍ରେରଣାର ଉତ୍ସ ପାଲଟିବ ବୋଲି ଶାରାଲା ଜୁଏଲର୍ସ ମାଲିକ ପର୍ଶୁରାମ ମାଣିକ ପ୍ରକାଶ କରିଛନ୍ତି।ଏଭଳି ସୁବିଧା ସୁଯୋଗ ଯୋଗାଇ ଦେଉଥିବା ଶାରାଲା ଜୁଏଲର୍ସ, ରାହାମା ନିର୍ଭର ଯୋଗ୍ୟ ପ୍ରତିଷ୍ଠାନ ସାଧାରଣରେ ପ୍ରଶଂସା କରାଯାଇଛି।।।।