ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ଆଥେଲେଟିକ କ୍ଲବ ତରଫରୁ ଜଳ ଛତ୍ର ପ୍ରଦାନ

କୁଜଙ୍ଗ , 16/05/2025, ଉତ୍କଳ voice news - utkalvoicenews.comକୁଜଙ୍ଗ ରୁ ପ୍ରମୋଦ ଦାସ ଙ୍କ ରିପୋର୍ଟ :
Article Image
ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ର କୁଜଙ୍ଗ ଆଥେଲେଟିକ କ୍ଲବ ତରଫରୁ ଜଳ ଛତ୍ର ର ଵେବସ୍ତା କରାଯାଇଥିଲା କ୍ଲବ ର ସଭାପତି ଦିଲ୍ଲୀପ କୁମାର ସାହୁ, ସମ୍ପାଦକ ରଜନୀ କାନ୍ତ ଗୁରୁ, କାଯ୍ୟ କାରି ସଭାପତି ଦେବେନ୍ଦ୍ର ନାରାୟଣ ରାଜ ଗୁରୁ,ସହ ସମ୍ପାଦକ ବୈଷ୍ଣବ ଚରଣ ଦାସ ଖେଳ ପରିଚାଳକ ପ୍ରଦ୍ୟୁମ୍ନ ପଟ୍ଟନାୟକ, ବିଶ୍ଵନାଥ ମଲ୍ଲିକ, କ୍ଲବ ମେମ୍ବର ସୁରେଶ ଲେଙ୍କା, ସେକ ଅବତାର ଅଲି, ଶ୍ରୁତିକାନ୍ତ ପଣ୍ଡା, ଚନ୍ଦ୍ରକାନ୍ତ ନାୟକ, ରୋନାକ ଗୁପ୍ତା,ସଞ୍ଜୟ ଦାସ ସବୁ କ୍ଲବ ମେମ୍ବର ଙ୍କ ସହଯୋଗ ରେ ଜଳଛତ୍ର ଵେବସ୍ତା କରାଯାଇଥିଲା। କୁଜଙ୍ଗ ଆଥେଲେଟିକ କ୍ଲବ ତରଫରୁ ଏଭଳି ସୁ କାର୍ଯ୍ୟକୁ ଲୋକେ ପ୍ରଶଂସା କରିଛନ୍ତି। ଏବେ ଏଭଳି ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକେ ଯେତେବେଳେ ଘରୁ ବାହାରି ପାରୁନାହାନ୍ତି ସେତେବେଳେ ଏହି ଆଥେଲେଟିକ କ୍ଲବର ମେମ୍ବର ଜଳଛତ୍ର ଫଳରେ ଲୋକଙ୍କୁ ଦହି ପାଣି ଦେଇ ଶୋଷ ଦୂର କରୁଛନ୍ତି। ଏଥିରେ ମୁଖ୍ୟତଃ ଆମ କୁଜଙ୍ଗ ବ୍ଳକର ସରପଞ୍ଚ ଶ୍ରୀମତୀ ବନ୍ଦିତା ଦାସ ସହଯୋଗ କରିବା ସହ ନିଜ ହାତରେ ଲୋକଙ୍କୁ ଦହି ପାଣି ଦେଇଥିଲେ। ଏଭଳି କାର୍ଯ୍ୟକ୍ରମକୁ ଲୋକେ ଖୁବ୍ ପ୍ରଶଂସା କରିଛନ୍ତି।
Article Image
Article Image
1