ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୨୦୧୨ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀ ଙ୍କ ବନ୍ଧୁମିଳନ।

ତିର୍ତ୍ତୋଲ, 25/05/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ର ବଟମଙ୍ଗଳl ବିଦ୍ୟାପୀଠ, ର ୨୦୧୨ ମସିହା ବ୍ୟାଚ ମାଟ୍ରିକ ଛାତ୍ର ଙ୍କ ବନ୍ଧୁମିଳନ ଧଳତଙ୍ଗ ଗଡ ଜଙ୍ଗଲ ନିକଟରେ ଅନୁଷ୍ଠିତ ହୋଇଯାଇଅଛ,ଏହାପରେ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ରେ ପଢୁଥିବା ସମୟର ଅନୁଭୂତି ବଖାଣିବା ସହିତ ଦୀର୍ଘ ବର୍ଷ ପରେ ସମସ୍ତେ ଏକାଠି ହୋଇଥିବାରୁ ବେଶ୍ ଖୁସି ପ୍ରକାଶ କରିଥିଲେ।‌ ଆଗାମୀ ବନ୍ଧୁମିଳନ ପଢିଥିବା ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଗ୍ରହଣରେ ପାଳନ କରିବେ ବୋଲି ସମସ୍ତ ଛାତ୍ର ମତ ବ୍ୟକ୍ତ କରିଥିଲେ। ଏହି ବନ୍ଧୁ ମିଳନ ଉତ୍ସବ କୁ ସୁଭାଶିଷ ସ୍ଵାଇଁ ,ଲିଙ୍କନ କୁମାର ଲେଙ୍କା , ଦିବ୍ୟରଞ୍ଜନ୍ ସାସ୍ମଲ୍,ଅମରେଶ ପୃଷ୍ଟି,ବିଶ୍ୱଜିତ୍ ବାରିକ,ରାଜେଶ ନାୟକ, ଜଗନ୍ନାଥ୍ ଦାସ,ପ୍ରୀୟବାସ ସ୍ଵାଇଁ,ଶୁଭେନ୍ଦୁ ମହାନ୍ତି,ଦିପ୍ତିରଞ୍ଜନ ଦାଶ,ସଂଗ୍ରାମ କେଶରୀ ସାହୁ,ସ୍ମୃତିସାଗର ସ୍ଵାଇଁ,ଶୁଭେନ୍ଦୁ ନାୟକ,ବିକ୍ରମ ନାୟକ,ପ୍ରଭାସ ଦାଶ,ତୋଫାନ ଦାଶ,ପ୍ରିତିରଞ୍ଜନ ରାଉତ,ବିନୋଦ କୁମାର ବେହେରା, ମିଲନ ଦାସ, ସୌମ୍ୟରଞ୍ଜନ ସେଠୀ,ଆଶୁତୋଷ ମହାନ୍ତି,ଅବିନାଶ ବାରିକ, ମଳୟ ରଞ୍ଜନ ପରିଡ଼ା,ସୌରଭ ସ୍ଵାଇଁ,ରଶ୍ମିରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।ଏହା ପରେ ଏକ ନୈଶ ଭୋଜିର ଆୟୋଜନ କରାଯାଇଥିଲା।
1