ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂହପୁର ଜିଲ୍ଲା ତରଫରୁ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ।

କୁଜଙ୍ଗ , 27/05/2025, ଉତ୍କଳ voice news - utkalvoicenews.com
Article Image
ଜିଲ୍ଲା ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କୁଜଙ୍ଗ ସୂଚନା ଭବନଠାରେ ଅନୁଷ୍ଠିତ ହୋଇଛି ଏଥିରେ ୧୫୦ ରୁ ଉର୍ଦ୍ଧ ଦଶମ ଓ ଦ୍ୱାଦଶ ଛାତ୍ର ଛାତ୍ରୀଙ୍କୁ ସମ୍ବୋଧନା କରାଯାଇଛି ଏହି କାର୍ଯକର୍ମ ଜିଲ୍ଲା ସଂଯୋଜକ ଛାତ୍ର ନେତା ସତ୍ୟ ପ୍ରକାଶ ମହାନ୍ତି ନେତୃତ୍ୱରେ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଞ୍ଜୀବ ମହାପାତ୍ର ମୁଖ୍ୟ ବକ୍ତା ଏବିଭିପି ଓଡିଶା ପୂର୍ବର R.K.M ସଂଯୋଜକ ଦେବପ୍ରସାଦ ବେହେରା ସମ୍ମାନିତ ଅତିଥି ଭାବେ ଗତିକୃଷ୍ଣ ସତ୍ପତି , ସଞ୍ଜୀବ ମୁଦୁଲି , ସୂର୍ଯ୍ୟକାନ୍ତ ମଲ୍ଲ ଉପସ୍ଥିତ ଥିଲେ ଛାତ୍ର ନେତା ସତ୍ୟ ପ୍ରକାଶ ମହାନ୍ତି ତାଙ୍କ ବକ୍ତବ୍ୟ ରେ ଛାତ୍ର ଛାତ୍ରୀଙ୍କୁ ନିଜ ଜୀବନରେ ଏକ ସୁନ୍ଦର ଛାତ୍ର ଓ ରାଷ୍ଟ୍ରବାଦି ହେବାର ମାର୍ଗ ଦର୍ଶାଇଥିଲେ ଓ ସର୍ବ ଶେଷରେ ରୁଦ୍ର ପ୍ରସାଦ ଶତପଥୀ ଧନ୍ୟବାଦ୍ ଜ୍ଞାପନ କରିଥିଲେ।
Article Image
Article Image
Article Image
1