ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାସ୍ତା କାମ ଉପରେ ଦୃଷ୍ଟି ରଖିବାକୁ ସରକାର ଙ୍କୁ ଅନୁରୋଧ

ଜଗତସିଂହପୁର / ନିଆଳି , 03/06/2025, ଉତ୍କଳ voice news - utkalvoicenews.com(ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ ) :
Article Image
ଏ ହେଉଛି କଟକ ଜିଲ୍ଲାର କୁଣ୍ଡିମୁଂହ ବ୍ରିଜ ରୁ ପହଙ୍ଗା କୁ ସଂଯୋଗ କରୁଥିବ ଦେବୀ କନ୍ଦଳ ନଦୀବନ୍ଦ ପୋଖରୀଗାଁ ଗ୍ରାମ ପଞ୍ଚାୟତ ଅଧୀନ କାନପୁର ପାଖରଦୃଶ୍ୟ ଯେଉଁ ଥୀ ନାଳ ବନ୍ଦ ରେ ବ୍ରିଜ ନିର୍ମାଣ ହୋଇଥିବା ବେଳେ ଆଜି ଯାଏଁ ଛାତ ପଡ଼ି ପାରିଲା ନାହିଁ ଆଉ ନଦୀବନ୍ଦ ର ଦୃଶ୍ୟ ଏମିତି ଜେ ସଧାରଣ ବାଟଇ ଟୀଏ ନାହିଁ ନଥିବାଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଉ ବର୍ଷା ଟିକେ ହେଲେ ରାସ୍ତା ଅବସ୍ଥା ଯାହା ରାସ୍ତା ରେ ଗଡ଼ିଆ ରେ ପାଣି ଏହି ବାଟ ଦେଇ ଅନେକ ଗାଡ଼ି ମଟର ସାଙ୍ଗକୁ ସହ ସହ ଲୋକ ଯିବା ଆସିବା ସହ ଏକାଧିକ ପଞ୍ଚାୟତ ବାସୀ ଏହା ଉପରେ ନିର୍ଭର କରିଛାନ୍ତି ଖୁବ୍ ଶୀଘ୍ର ଏହା ଉପରେ ଦୃଷ୍ଟି ଦେବା ଶହ କାର୍ଯ୍ୟକ୍ଷମ ଥିବ ନାଳ ପୋଲ ଛାତ ପକେଇବା ସହ ନଦୀ ବନ୍ଧ ରାସ୍ତା ଯାହା କୁଣ୍ଡୁମୁହ ପୋଲ ରୁ ପହଂଗା ଡେଲଟା କୁ ସଂଯୋଗ କରୁଛି ଏହାକୁ ଯଥା ଶିଘ୍ର ମରାମତି ତଥା ନାଳ ପୋଲ କୁ ଖୁବ୍ ଶୀଘ୍ର ଛାତ ପକେଇବା ସହ ନଦୀ ବନ୍ଧ ରାସ୍ତା କୁ ମରାମତି କରିବା ପାଇଁ ନିଆଳି ଅଞ୍ଚଳ ର ଯୁବ ସମାଜସେବୀ ଆଦେଶ ବସ୍ତିଆ ବିକାଶ ର ନିମ୍ନ ଚିତ୍ର କୁ ତାଂକ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ X ରେ ପୋଷ୍ଟ୍ କରିବା ସହ ଖୁବ୍ ଶୀଘ୍ର ଏହା ଉପରେ ଦୃଷ୍ଟି ରଖିବାକୁ ସରକାର ଙ୍କୁ ଅନୁରୋଧ କରିଛନ୍ତି
Article Image
Article Image
Article Image
9