ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ରଜ ମହୋତ୍ସବର ଚତୁର୍ଥ ସନ୍ଧ୍ୟା

ଏରସମା, 04/06/2025, ଉତ୍କଳ voice news - utkalvoicenews.com ଏରସମା ରଜ ମହୋତ୍ସବ କମିଟି ପକ୍ଷରୁ ୧୪ ତମ ବାର୍ଷିକରଜ ମହୋତ୍ସବ ଉତ୍ସବ ଏରସମା ଦେବୀ ଦୋଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଆଜି ଚତୁର୍ଥ ସନ୍ଧ୍ୟାରେ ନିରାକାର ସ୍ୱ।ଇଁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଏରସମା ରଜ ମହୋତ୍ସବ ଭାଇଚାର ସମ୍ପର୍କ ଗଢୁଛି,ସଂସ୍କୃତି ପରମ୍ପରା ମଣିଷର ଏକ ପରିଚୟ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ବାଲିକୁଦା ବ୍ଲକ ଅଧ୍ୟକ୍ଷ ପ୍ରକାଶ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳର ଯୁବ ସଭାପତି ଆଦିତ୍ୟ ନନ୍ଦନ ଦାସ, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ଯୁବ ବିଜୁଜନତାର ସଭାପତି ପାର୍ଥ ସାରଥି ରାଉତ,ଅଭିନେତ୍ରୀ ଅଙ୍କିତା ଅନନ୍ୟା ସ୍ୱାଇଁ ,ସନ୍ଧ୍ୟା ରାଗିଣୀ ଟିଭି ସିରିଏଲର (ଚାରୁ) ପ୍ରିୟଙ୍କା ସାହୁ ସନ୍ଧ୍ୟା ରାଗିଣୀର ଅଭିନେତ୍ରୀ (ରାଗିଣୀ )ଉପସ୍ଥିତ ଥିଲେ।ଏହି ଅବସରରେ ବିଭିନ୍ନ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଆଜିର ସନ୍ଧ୍ୟାରେ "ଏରସମା ଗୌରବ " ସଫଳ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସୁନାକାର ଶର୍ମା, ଅଭିନେତ୍ରୀ ଅନନ୍ୟା ସ୍ୱାଇଁ, ପ୍ରିୟଙ୍କା ସ୍ବାଇଁକୁ ସମ୍ମାନୀତ କରାଯାଇଥିଲା।
Article Image
1