ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁକଦେବ ରାଉତ ସ୍ମୃତି ଚରଣ କଲେ ଶତାଧିକ ବିଶିଷ୍ଟ ବ୍ୟକ୍ତି

ଏରସମା, 05/06/2025, ଉତ୍କଳ voice news - utkalvoicenews.com
Article Image
ଗତେଶ୍ୱର୍ପୁର ର ସୁକଦେବ ରାଉତ ଜଙ୍କଦେଇପୂର୍ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବରେ କର୍ମ କରି ଗତ ମେ ୨୫ରିଖରେ ଇହଧାମ ତ୍ୟାଗ କଲେ।ସେ୧୯୫୯ ମସିହା ଅକ୍ଟୋବର ୩ରୀଖରେ ଜନ୍ମ ଗ୍ରହଣ କରିଥିଲେ। ତା ୪.୬.୨୦୨୫ରୀଖରେ ତାଙ୍କର ଏକାଦଶ ହରେ ସ୍ଥାନୀୟ ପାଞ୍ଚ ପଞ୍ଚାୟତର ବହୁ ମନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦାନ କରି ସ୍ବର୍ଗତ ସୁକଦେବ ରାଉତଙ୍କ ସ୍ମୃତି ଚ ଚା ରଣ କରିଥିଲେ। ତାଙ୍କର ଅ ବର୍ତ୍ତମାନର ସେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ଏରସମା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦିଯାରଜ ଦାସ, ଜଗତସିଂହପୁର ଜିଲ୍ଲା ଉତ୍କଳ ସମ୍ମିଳନୀ ର ସଭାପତି ଧ୍ରୁବ ଚରଣ ମହାପାତ୍ର, ମାଇନ୍ନକ ସାହିତ୍ୟ ସଂସଦ ସମ୍ପଦକ୍ ନଗେନ୍ଦ୍ର କୁମାର ନାୟକ, ଗୁରୁବାରି ସ୍ୱାଇଁ ପ୍ରମୁଖ ମଞ୍ଚସ୍ଥ ଅତିଥି ସ୍ମୃତି ସଭାରେ ଯୋଗଦାନ କରିଥିଲେ।
1