ଜଗତସିଂହପୁର, 04/01/2025, ଉତ୍କଳ voice news - utkalvoicenews.comନିଆଳି ବ୍ଲକ ସିଠାଳ ଗ୍ରାମର ଅବସର ପ୍ରାପ୍ତ ସହକାରୀ ଯନ୍ତ୍ରୀ ଧନୁର୍ଧାର ସେନାପତି ଙ୍କ ଚତୁର୍ଦଶାହ ଦିବସ ରେ ଦୀପାଞ୍ଚଳ ପୂଜ୍ୟ ପୂଜା କମିଟି ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଥିଲା |
କମିଟି ର ସଭାପତି ଶିକ୍ଷାବିତ ଅକ୍ଷୟ କୁମାର
ନାୟକ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ଡକ୍ଟର ରାମଚନ୍ଦ୍ର ପଣ୍ଡା. କାଳନ୍ଦୀ ଚରଣ ପ୍ରଧାନ. ରମାକାନ୍ତ ସ୍ୱାଇଁ ପ୍ରେମାନନ୍ଦ ମହାପାତ୍ର. ରମାକାନ୍ତ ମହାପାତ୍ର.
କେଶବ ଚନ୍ଦ୍ର ପ୍ରଧାନ. ପ୍ରଶାନ୍ତ ସ୍ୱାଇଁ. ଅନିରୁଦ୍ଧ ମଲ୍ଲିକ. ପ୍ରଦୀପ୍ତ କୁମାର ସ୍ୱାଇଁ ସଂଗ୍ରାମ ବଡୁ. ଜ୍ୟୋତି ରଞ୍ଜନଦାସ. ଜ୍ଞାନ ରଞ୍ଜନ ସେନାପତି ଅନ୍ତର୍ଯ୍ୟାମୀ ନାୟକ କୈଳାସ ମହାରଣା ନିରଞ୍ଜନ ବେଉରା.ସାମ୍ବାଦିକ ମନୋରଞ୍ଜନ ଶତପଥି.. ସୁବାସ ମହାପାତ୍ର. ସରୋଜ ନାୟକ ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ବଡୁ ପ୍ରମୁଖ ଅଂଶ ଗ୍ରହଣ କରି ସ୍ବର୍ଗତ ସେନାପତି ଙ୍କ ସ୍ମୃତି ଚାରଣ କରିଥିଲେ |
ପୂବର୍ତନ ସରପଞ୍ଚ ଅନିରୁଦ୍ଧ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ |||