ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଳେଇପୁରରେ ବିଶ୍ଵ ପରିବେଶ ଦିବସ ପାଳନ

ଏରସମା, 05/06/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଅନ୍ତର୍ଗତ ବଳେଇପୁର ଯୁବକ ସଂଘ ତରଫରୁ ବଳେଇପୁର ପଞ୍ଚାୟତ ପୁଷ୍କରିଣୀ ସମ୍ମୁଖରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି। ବଳେଇପୁର ଯୁବକ ସଂଘର ରମେଶ ଚନ୍ଦ୍ର ରାଉତଙ୍କ ନେତୃତ୍ବରେ ନଡ଼ିଆ ଚାରା, ଆମ୍ବ, ପଣସ, ଲିମ୍ବ, କଦମ୍ବ, ଅଶ୍ଵସ୍ଥ  ପ୍ରଭୁତି ବିଭିନ୍ନ ପ୍ରକାରର ଚାରା ବୃକ୍ଷ ରୋପଣ କରିଥିଆଲେ। ସମାଜକୁ ବାର୍ତ୍ତା ଦେଇଛନ୍ତି ବଳେଇପୁର ଗ୍ରାମର ଯୁବକମାନେ।ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା, ବୃକ୍ଷ ହିଁ ଜିବନ, ବୃକ୍ଷ ପ୍ରତି ଯତ୍ନବାନ ନେବା ସହିତ ପ୍ରତ୍ୟେକ ବର୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବ ବୋଲିି କହିଥିଲେ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଭଜନାନନ୍ଦ ମହାପାତ୍ର, କୁମାର ନାୟକ, ସୁମନ୍ତ ମହାପାତ୍ର,ଅଶୋକ ସ୍ୱ।ଇଁ,ସରୋଜକାନ୍ତ ସ୍ୱ।ଇଁ, ହାପି ସାହୁ ସହଯୋଗ କରିଥିଲେ।
10