ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦେବୀ ନଦୀ ଓ କନ୍ଦଳ ନଦୀରେ ଜଳଭଣ୍ଡାର ନିର୍ମାଣ ଦାବୀ ଉପରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସମୟ ମାଗିଲା ଏସ ୟୁ ଯେ. ଜଗତସିଂହପୁର |

ଜଗତସିଂହପୁର, 07/06/2025, ଉତ୍କଳ voice news - utkalvoicenews.com(ସରୋଜ ନାୟକଙ୍କ ରିପୋର୍ଟ) :
Article Image
ଦେବୀନଦୀ ଓ କନ୍ଦଳ ନଦୀରେ ଜଳ ଭଣ୍ଡାର ନିର୍ମାଣଦାବୀ କରିବା ପାଇଁ ସ୍ଥନୀୟ ଜନ ସଭା ରେ ଏକ ସର୍ବଦଳୀୟ କମିଟି ଗଠନ କରାଯାଇଛି |ଯେଉଁ କମିଟି ରେ ଅବସର ପ୍ରାପ୍ତ ସଚିବ. ମୁଖ୍ୟଯନ୍ତ୍ରୀଙ୍କ ସମେତ 25ଜଣ ଅଛନ୍ତି |ନିଆଳି ବିଧାୟକ ଓ ଜଗତସିଂହପୁର ଙ୍କ ସୁପାରିଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ |ଏଥି ପାଇଁ ସି. ଏମ. ଅଫିସ କୁ ଏସ ୟୁ ଯେ ଜଗତସିଂହପୁର ତରଫରୁ ଅନୁମତି ମଗା ଯାଇଛି |ଦୁଇ ବିଧାୟକ ଙ୍କ ସମର୍ଥନ ମିଳିଛି |ଜଳ ଭଣ୍ଡାର ନିଶ୍ଚିତ ହେବ |ଆବଶ୍ୟକୀୟ ସର୍ଭେ ଓ ଅନୁସନ୍ଧାନ କାମ ସରିଛି |ବାକି ଯାହା ଅଛି ମୁଖ୍ୟ ମନ୍ତ୍ରୀଙ୍କୁ ଭେଟିଲା ପରେ ପୂର୍ଣ୍ଣାଙ୍ଗ ହୋଇଯିବ |ଆଶା କରୁଛୁ ଖୁବ ନିକଟରେ |ଜଳ ଯୋଗାଣ ର ବୃହତ ବୋରିଂ କାମ ବିଗତ ସରକାର ଅମଳ ର. ସ୍ଥାନୀୟ ଗ୍ରାମ ପଂଚାୟତ ଓ ପଂଚାୟତ ସମିତି ଜାଣିବାରେ ଓ ଅନୁମୋଦନ ରେ ହୋଇଛି |ଯେଉଁ ମାନେ ଅନୁମୋଦନ ଦେଇଛନ୍ତି. ସେଇ ମନେ ପ୍ରତିବାଦ ସଭା କରୁଛନ୍ତି |ସାଧାରଣ ଲୋକ ଏହାକୁ ନ ପସନ୍ଦ କରୁଛନ୍ତି |
Article Image
Article Image
1