ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଡଦାଣ୍ଡରୁ ଆମିଷ ହଟାଇବାପାଇଁ ଆଇନି ମନ୍ତ୍ରୀ ଙ୍କ ଘୋଷଣା କୁ ସ୍ୱାଗତ ଜଣାଇଲା ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ |

ଜଗତସିଂହପୁର, 08/06/2025, ଉତ୍କଳ voice news - utkalvoicenews.com(ସରୋଜ ନାୟକଙ୍କ ରିପୋର୍ଟ) :
Article Image
ବିଶ୍ୱଦେବତା ମହାପ୍ରଭୁ ଙ୍କ ବଡଦାଣ୍ଡରୁ ଆମିଷ ହଟେଇବା ପାଇଁ ଆଇନି ମନ୍ତ୍ରୀ ନେଇଥିବା ପଦ କ୍ଷେପ କୁ ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ତରଫରୁ ସରୋଜ ନାୟକ. ଡକ୍ଟର ଧୃତିଧର ଦାସ. ଡକ୍ଟର ଅରୁଣ କୁମାର ପାଣି. ଡକ୍ଟର ରୁଦ୍ରନାରାୟଣ ରୟ. ଡକ୍ଟର ଗୌରାଙ୍ଗ ଚରଣ ସ୍ୱାଇଁ ଡକ୍ଟର ବିରନାରାୟଣ ପାତ୍ର. ସାମ୍ବାଦିକ ନୃସିଂହ ଚରଣ ବାରିକ. ରମେଶ ଚନ୍ଦ୍ର ମହାନ୍ତି. ଜ୍ୟୋତି ରଞ୍ଜନ ପରିଡା. ତପନ କୁମାର ରାଉତରାୟ. ପ୍ରଶାନ୍ତ ରାଉତ. ଆଡ଼ଭୋକେଟ ସଚ୍ଚିଦାନନ୍ଦ ନାୟକ. ସୁଶାନ୍ତ କୁମାର ବିହାରୀ. ସମାଜ ସେବୀ ଯୋଗେନ୍ଦ୍ର ଦାସ. ବିଦ୍ୟାଧର ରାଉତ. ବିପିନ ବାରିକ. ମହେନ୍ଦ୍ର କୁମାର ଜେନା. ପିତାମ୍ବର ରାଉତ
Article Image
ବେଣୁଧର ନାୟକ. ଅଳକା ସ୍ୱାଇଁ. ରେଣୁକା ସିଂହ. ସମାଜ ସେବୀ ବିକ୍ରମ ମହାନ୍ତି ପ୍ରମୁଖ ସ୍ୱାଗତ କରିବା ସହିତ ଆଇନି ମନ୍ତ୍ରୀଙ୍କ ମଙ୍ଗଳ କାମନା କରିଛନ୍ତି |ଏହା ଏକ ଯୁଗାନ୍ତକାରି ପଦକ୍ଷେପ |
Article Image
1